00:00
03:58
କେତେ ବଜାଅ ବଇଁଶୀରେ
ରାଧା ଗଡ଼େ ଲୁଚିଲୁଚିକା
କେତେ ବଜାଅ ବଇଁଶୀରେ
ରାଧା ଗଡ଼େ ଲୁଚିଲୁଚିକା
ହୋ, ତୁମେ ମୋର ବିନା
ହୋଇ ଆନମନା
ଝରି ଯାଅ ନାହିଁ ଝୁରିଝୁରିକା
ରାଧା ଗଡ଼େ ଲୁଚିଲୁଚିକା
କେତେ ବଜାଅ ବଇଁଶୀରେ
ରାଧା ଗଡ଼େ ଲୁଚିଲୁଚିକା
ନାଗର ନାଗର, ନଟବର ନାଗର
ଘେନି ଏ ସାଦର, ଘେନି ଏ ସାଦର
ପିରତି ନିଶାରେ କିରତି କରୁଛ
ତୁମକୁ ମୋ ଜୁହାର
ତୁମକୁ ମୋ ଜୁହାର
ଛନଛନ ହୋଇ ରାଧିକା
ମତେ ଖୋଜିଖୋଜିକା
କୁହ ନା କେତେ ରସିକା
କୁହ ନା କେତେ ରସିକା, ହାଏ
କେତେ ବଜାଅ ବଇଁଶୀରେ
ରାଧା ବୋଲେ ଲୁଚିଲୁଚିକା
ଲାଜ ମୁଁ ଚାହିଁଲି, ପ୍ରୀତି ରେ ମୋହିଲି
କର ନାହିଁ ଛଳନା
(କର ନାହିଁ ଛଳନା)
ଅଜଣା ପୁଲକେ, ଉଜାଡ଼ି ବହଇ
ତୁମ ମନ ଯମୁନା
ହାଏ, ତୁମ ମନ ଯମୁନା
(କୁଆଁର ପୁନେଇ ରାତିରେ)
(ଯଦି ନ ଆସ ରାତରେ)
(କୁଆଁର ପୁନେଇ ରାତିରେ)
(ଯଦି ନ ଆସ ରାତରେ)
(ଆସ ନାହିଁ ରାଧିକା)
(ଆସ ନାହିଁ ରାଧିକା)
(କେତେ ବଜାଅ ବଇଁଶୀ ରେ)
(ରାଧା ବୋଲେ ଲୁଚିଲୁଚିକା)
(କେତେ ବଜାଅ ବଇଁଶୀ ରେ)
(ରାଧା ବୋଲେ ଲୁଚିଲୁଚିକା)
(କେତେ ବଜାଅ ବଇଁଶୀ ରେ)
(ରାଧା ବୋଲେ ଲୁଚିଲୁଚିକା)